ବୋଝ ମୁଣ୍ଡାଇବା
ଦେଖଣା
ବୋଝ ମୁଣ୍ଡାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୋଝ ମୁଣ୍ଡାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମୁଣ୍ଡରେ ବହନ କରି ବୋଝ ନେବା — To carry a load on the head.
(ଉ—ମୁଣ୍ଡାଇ ଇନ୍ଧନ—ବୋଝ କାହି ଅବା ବନୁ, ଗୁଞ୍ଜାମାଳେ ବିମଣ୍ଡିତା କିରାତ ସୁନ୍ଦରୀ, ଆସୁଛନ୍ତି ଦଳେ ଦଳେ ଆଳାପି ମଧୁରେ—ରାଧାନାଥ. ମହାଯାତ୍ରା )