ବୋଟ୍
ଦେଖଣା
ବୋଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ; ତୁଳ. ସଂସ୍କୃତ - ପୋତ)
[ସମ୍ପାଦନା]ଆଧୁନିକ ପ୍ରଣାଳୀରେ ନିର୍ମିତ ନୌକା —A modern boat.
[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ପ୍ରକାର ବୋଟର ଭିନ୍ନ ଭିନ୍ନ ନାମ ଦିଆ ଯାଇଅଛି ଯଥା— ଅଗ୍ନି ବୋଟ୍; ଗଧା ବା ମାଲକୋଟ୍; ଟଣାବୋଟ୍; ପାନ୍ସିବୋଟ୍; ବାରିବୋଟ୍, ମଟରବୋଟ୍, ପାଲବୋଟ୍, ଲାଇଫ୍ୱୋଟ୍; ହାଉସ୍ୱୋଟ୍, ଇତ୍ୟାଦି ]
=== ପ୍ରାଦେଶିକ - (ଗଞ୍ଜାମ)
ଗୋବ —Knob; the stamping of a hot stump on an affected limb.