Jump to content

ବୋଡ଼ିକିଆ

ଉଇକିଅଭିଧାନ‌ରୁ

ବୋଡ଼ିକିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ବୋଡ଼ିଆ (ଦେଖ) - —Bo&rline;ḍ̠ā (See).

ବିଶେଷ୍ୟ -

[ସମ୍ପାଦନା]

ବଡ଼ାଗଣ୍ଡା ପଣିକିଆ; ଗଣିତର ସଂଖ୍ୟା ଗଣନା ଶିଖିବା ଓ ମୁଖସ୍ଥ କରିବା ପାଇଁ ପଣିକିଆ ପରି ପ୍ରଣାଳୀ ବିଶେଷ —An arthmetic table which is committed to memory and deals with 'Bo&rline;ḍ̠i' calculation.

[ଦ୍ରଷ୍ଟବ୍ୟ —ଥରିରେ କେତେ କଡ଼ାରେ କେତେ ଗଣ୍ଡା, କେତେ ଗଣ୍ଡାରେ କେତେ ବୋଡ଼ି, କେତେ ବୋଡ଼ିରେ କେତେ ପଣ ଓ କେତେ ପଣରେ କେତେ କାହାଣ ହୁଏ, ଏହା ଶିକ୍ଷା କରା— ଯାଏ ଉଦାହରଣ—ଦୁଇ କଡ଼ା, ଦୁଇ ଗଣ୍ଡା, ଦୁଇ ବୋଡ଼ି ଦଶଗଣ୍ଡା, ଦୁଇପଣ, ଦୁଇପଦିକା ଆଠପଣ, ଦୁଇ କାହାଣ ]