Jump to content

ବୋଡ଼୍

ଉଇକିଅଭିଧାନ‌ରୁ

ବୋଡ଼୍

ଉଚ୍ଚାରଣ

[ସମ୍ପାଦନା]

(ବୋର୍ଡ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି(ଇଂରାଜୀ - ବୋର୍ଡ)

[ସମ୍ପାଦନା]
୧. ଉପରେ କଳା ବା ଅନ୍ୟ ରଙ୍ଗ ବୋଳାଯାଇଥିବା କାଠର ତକ୍ତା; ବ୍ଳାକ୍ୱୋର୍ଡ଼ — ୧. A coloured board; a black board.
୨. ମନ୍ତ୍ରଣା ସଭା ସମିତି — ୨. A board of councillors or other functionaries.
୩. ବସ୍ତୁ ସ୍ତର କାଗଜର ମୋଟା ତକ୍ତା; ପେଷ୍ଟ୍ୱବୋଡ଼୍ —୩. Paste board.
୪. ବିଲାତରେ ଥିବା ସମ୍ରାଟଙ୍କ ପ୍ରଧାନତମ ବିଚାରଳୟ —୪. Judicial Board of the Privy Council.
୫. ପ୍ରଦଶର ସର୍ବୋଚ୍ଚ ସରକାରୀ ଶାସନ ବା ସ୍ୱରାଜ୍ୟ ମହକୁମା; ରେଭିନ୍ୟୁ ବୋର୍ଡ଼ —୫. The highest executive or revenue Board of a Province.
୬. ସମିତି —୬. Board of an association.

(ଯଥା— ଡ଼ିଷ୍ଟ୍ରିକବୋଡ଼୍, ଲୋକାଲବୋଡ଼୍, ଇଉନିଅନ୍ୱୋର୍ଡ଼ )