Jump to content

ବୋଢ଼ା

ଉଇକିଅଭିଧାନ‌ରୁ

ବୋଢ଼ା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହ ଧାତୁ+କର୍ତ୍ତୃ. ତୃ; ବୋତୃ ଶ୍ୱବ୍ଦ;୧ମା. ୧ବ)

[ସମ୍ପାଦନା]
୧. ବିବାହକାରୀ ବ୍ୟକ୍ତି —୧. One who marries a female.
୨. ଭାରବାହକ —୨. Carrier of a burden.
୩. ସାରଥି —୩. A driver; a charioteer.
୪. ବଳଦ —୪. Ox.
୫. ପଥପ୍ରଦର୍ଶକ —୫ . A guide; one who leads the way.
୬. ବହନ କର୍ତ୍ତା — ୬. Carrier; transporter.
୭. ଋଷଭକ ନାମକ ଓଷଧି —୭. A rare herb.