ବୋତଲ

ଉଇକିଅଭିଧାନ‌ରୁ

ବୋତଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବଟ୍ଲ୍; ପ୍ରାଚୀନ ଇଂରାଜୀ - ବଟେଲ୍; ତୁଳ, ପର୍ତ୍ତୃ. ବଟେଲା)[ସମ୍ପାଦନା]

୧. କାତଲ ବା ଚିନୀ ମାଟିର ଲମ୍ୱ ଓ ଗୋଲାକାର ନଳ ପରି ସରୁମୁହାଁ ପାତ୍ର — ୧. Bottle.

[ଦ୍ରଷ୍ଟବ୍ୟ —ବଡ଼ ପାତ୍ରକୁ ବୋତଲ ଓ ଛୋଟ ବୋତଲକୁ ଶିଶି କୁହାଯାଏ ]

୨. ମଦ ବୋତଲ — ୨. Wine bottle.