ବୋତାମ
ଜାମା ପ୍ରଭୃତିର ବିଭିନ୍ନ ଖୋଲା ଅଂଶକୁ ଏକତ୍ ସଂଲଗ୍ନ କରିବାର ଭୁଣ୍ଡି ବା ଚକତୀ — Button.
[ଦ୍ରଷ୍ଟବ୍ୟ —ଅହା ଧାତୁ, ଅସ୍ଥି ଶିପ ଓ କନା ଆଦିରେ ନିର୍ମିତ ହୁଏ ]