ବୋଦ
ଆର୍ଦ୍ର; ଓଦା —Moist.
ଗୋଟିଏ ଓଡ଼ିଆ ଗଡ଼ଜାତ ରାଜ୍ୟ; ବୌଦରାଜ୍ୟ —Name of an Oriya state in the Eastern state Agency.
(ଉ—ଅଙ୍ଗଲାଗି କନ୍ଦପଲ୍ଲିଜାତ ହରିଦ୍ରା ଯୋଗାଏ ବଦୋ ରାଧାନାଥ. ପାର୍ବତୀ )