ବୋଦା
ଦେଖଣା
ବୋଦା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୋଦା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - କର୍କର; ପ୍ରା. ବୋକଡ଼=ଛାଗ; ସଂସ୍କୃତ - ବସ୍ତ= ଛାଗ—ଯୋଗେଶ୍ଚନ୍ଦ୍ର)
[ସମ୍ପାଦନା]- ୧. ଠାକୁରାଣୀଙ୍କ ନିକଟ ବଳି ଦିଆଯିବା ନିମନ୍ତେ ଉତ୍ସୃଷ୍ଟ ଅଣ୍ଡିରା ମେଣ୍ଢା ବା ଛେଳି ବା ମହିଷ; ଜୀବ ବଳ —୧. Male sheep, goat or buffalo offered as a sacrifice before a Goddess; a victim for sacrifice before a Goddess.
(ଉ— ବର୍ଣ୍ଣଙ୍କର ଖଣ୍ଡାରେ ଭୀମ ହାତ ଗଦା, ଆଜି ହେବ ଯୁଦ୍ଧେ ଆଶ୍ୱିନ ପର୍ବ ବୋଦା କୃଷ୍ଣସିଂହ. ମହାଭାରତ ବର୍ଣ୍ଣ)
- ୨. ଅଣ୍ଡିରା ମେଣ୍ଢା ବାଛେଳି —୨. A male goat or sheep.
- ୩. (ଗାଳି ବିଶେଷ) ଯେଉଁ ଲୋକ ଖାଇ ପିଇ ବୋଦାପରି ହୃଷ୍ଟ- ପୃଷ୍ଟ ହୋଇଥାଏ —୩. (A trem of rebuke) A person who has grown fat.