ବୋଦା ଯାଚିବା
ଦେଖଣା
ବୋଦା ଯାଚିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୋଦା ଯାଚିବା
|
[ବୋଦା ମାନିବା (ମନାସିବା)—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମନୋବାଞ୍ଛାର ସିଦ୍ଧି ହେଲେ ଠାକୁରାଣୀଙ୍କ ନିକଟରେ ଛାଗାଦି ବଳି ଦେବାକୁ ପ୍ରତିଶ୍ରୁତି ହେବା ବା ଅଙ୍ଗୀକାର ଲକରିବା —To promise to sacrifice an animal before a Goddess on the fruition of a certain purpose; to offer to give a victim to a Goddess.