ବୋଦୁଆ
ଦେଖଣା
ବୋଦୁଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମାଛ ଧରିବା ଯନ୍ତ୍ର ବିଶେଷ —୧. A wicker work of bamboo strips used for catching fish by dragging it in shallow water.
[ଦ୍ରଷ୍ଟବ୍ୟ —ଏହା ବାଉଁଶ ପାତିଆରେ ବୁଣା ହୋଇଥାଏ ଓ ତିନି ହାତ ପର୍ଯ୍ୟନ୍ତ ଲମ୍ୱ ଓ ୨ ହାତ ଉଚ୍ଚ ହୁଏ ଏହାକୁ ତାଳ ପରି ପାଣିରେ ଚଳାଇ ମାଛ ଧରନ୍ତି
- ୨. ପେଲଣା ଜାଲ (ଦେଖ) - —୨. Pelaṇā net. (See)