Jump to content

ବୋଦୁକା

ଉଇକିଅଭିଧାନ‌ରୁ

ବୋଦୁକା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ମୋଟା; ରୋଟା —୧. Fat.
୨. ତାବଦା; ସ୍ତବ୍ଧ (କାନ) — ୨. Dinned; stunned (said of the ear).
୩. ସ୍ପର୍ଶ ଶକ୍ତି ରହିତ (ଅଙ୍ଗ ବା ଚର୍ମ) —୩. Become insensible to touch.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଗୋଠ କାକୁଡ଼ି (ଦେଖ) - —Goṭha kākuṟḍ̠i (See)