Jump to content

ବୋଦ୍ଧା

ଉଇକିଅଭିଧାନ‌ରୁ

ବୋଦ୍ଧା

ଉଚ୍ଚାରଣ

[ସମ୍ପାଦନା]
(ବୋଦ୍ଧ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବୁଧ୍ ଧାତୁ= ଜାଣିବା +କର୍ତ୍ତୃ. ତୂ; ବୋଦ୍ଧୃ, ୧ମା. ୧ବ)

[ସମ୍ପାଦନା]
୧. ଜ୍ଞାତ; ଯେ ଜାଣେ —୧. Knowing.
୨. ଜ୍ଞାନୀ —୨. Wise.