Jump to content

ବୋଧକ

ଉଇକିଅଭିଧାନ‌ରୁ

ବୋଧକ

ଉଚ୍ଚାରଣ

[ସମ୍ପାଦନା]
(ବୋଧିକା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବୁଧ୍ ଧାତୁ, ଣିଚ୍. ବୋଧି ଧାତୁ+କର୍ତ୍ତୃ ଅକ)

[ସମ୍ପାଦନା]
୧. ଜ୍ଞାପକ; ସୂଚକ —୧. Indicating.
୨. ଯେ ଦୀପ୍ତି କଲେ —୨. Dazzling.
୩. ନିଦ୍ରାଭଙ୍ଗକାରୀ —୩. Awakening from sleep.
୪. ଯାହା ହୃଦୟଙ୍ଗମ କରାଏ; ଯାହା ବୁଝାଇ ଦିଏ —୪. Explaining or causing to be
Understood.

ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଦୂତ; ଚର —୧. Messanger.
୨. ଗୁଇନ୍ଦା —୨. An informer; spy.
୩. ଶିକ୍ଷକ; ଗୁରୁ —୩. Teacher; preceptor.
୪. ଯେଉଁ ହାବ ଭାବ ବା ସଙ୍କେତଦ୍ୱାରା ପ୍ରେମିକ ପ୍ରେମିକା ପରସ୍ପର ମନୋଭାବ ପରସ୍ପରକୁ ଜଣାନ୍ତି (ହିନ୍ଦୀ - ଶ) — ୪. Movements of the limbs or signs by which lovers intimate theirn minds to each other.