ବୋଧକର
ଦେଖଣା
ବୋଧକର
ଉଚ୍ଚାରଣ
[ସମ୍ପାଦନା](ବୋଧକାରକ—ଅନ୍ୟରୂପ)
(ବୋଧକାରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବୋଧ+କୃ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ବୈତାଳିକ; ସ୍ତୁତିପାଠକ —A heald; a ministrel or bard who daily awakens the king by singing songs.
(ଉ—ବୋଧ ଜନକ ହରଧନୁ ସ୍ୱୟମ୍ୱର ରଚିତ, ବୋଧ କର ମୁଖେ ବିଖ୍ୟାତ ନୃପଗଣେ ଆଗତ ଭ଼ଞ୍ଜ. ବୈଦେହିଶ ବିଳାଶ)
ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଜ୍ଞାପନକାରୀ —୧. Informing.
- ୨. ନିଦ୍ରାଭଙ୍ଗକାରୀ — ୨. Awakeing.