Jump to content

ବୋଧଜ୍ଞ

ଉଇକିଅଭିଧାନ‌ରୁ

ବୋଧଜ୍ଞ

ଉଚ୍ଚାରଣ

[ସମ୍ପାଦନା]
(ବୋଧଜ୍ଞା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବୋଧ+ଜ୍ଞା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଅନ୍ୟ ବ୍ୟକ୍ତିର ଅଭିପ୍ରୟଜ୍ଞ —Knowing the intentions of another; able to fathom the mind of another.

ବିଶେଷ୍ୟ -

[ସମ୍ପାଦନା]

ଶ୍ରୀକୃଷ୍ଣ An epīthet of Ṡrīkṛushṇa