ବୋଧନ
ଦେଖଣା
ବୋଧନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୁଧ୍ ଧାତୁ ଣିଚ୍ ବୋଧି ଧାତୁ=ଜଣାଇବା+ଭାବ ଅନ)
[ସମ୍ପାଦନା]- ୧. ବୋଧ —୧. Knowledge.
- ୨. ଗନ୍ଧଦୀପନ; ସୁବାସ ଧୁଆଁ ଦେବା —୨. Fumigating with scent.
- ୩. ଜଣାଇବା; ଜ୍ଞାପନ; ବିଜ୍ଞାପନ — ୩. Intimation.
- ୪. ନିଦ ଭଙ୍ଗାଇବା; ନିଦ୍ରାଭଙ୍ଗ କରଣ —୪. Awakeningt; arousing from sleep.
- ୫. ଉଦ୍ଦୀପନ —୫. Exciting; instiga ting.
- ୬. ଇନ୍ଦ୍ରୟ ଜ୍ଞାନ; ଅନୁଭୂତି —୬. Sensation; preception.
- ୭. (+କର୍ତ୍ତୃ. ଅନ) ବୁଧଗ୍ରହ —୭. The planet Mercury.
- ୮. (+ ଭାବ ଅନ) ଦୀପ ବା ନିଆଁ ଲଗାଇବା (ହିନ୍ଦୀ - ଶ) — ୨. Lighting of a lamp or fire.