Jump to content

ବୋଧାଇବା

ଉଇକିଅଭିଧାନ‌ରୁ

ବୋଧାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ଦେଶଜ - କ୍ରି—(ବୋଧିକା କ୍ରିୟାର ଣିଜନ୍ତ ରୂପ) — The causative from of Bodhibā.

୧. ବୋଧ କରାଇବା; ସମଜାଇବା —୧. To make one understand or perceive.

(ଉ— ବୋଧୋଇ ଶୁକ୍ତି ଭବ ଉତ୍ପତ୍ତି ନୋହୁ ମୁଁ ଦନ୍ତବାସ ଭଞ୍ଜ. ବୈଦେହିଶବିଳାଶ)

୨. ସାନ୍ତ୍ୱନା ଦେବା — ୨. To console.