ବୋଧା ବୋଧି କରିବା
ଦେଖଣା
ବୋଧା ବୋଧି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୋଧା ବୋଧି କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ବୋଧ ସୋଧ କରିବା; ବୁଝାଇ ସୁଝାଇ ଦେବା —To appease; to make one understand or realise the real situation.
(ଉ—ଯାପାନକୁ ବୋଧାବୋଧି କରି ଯେ କୌଣସି ପ୍ରକାରେ ଶାନ୍ତି ପ୍ରସ୍ତାବର ଆଲୋଚନା ଚାଲିଲା ଦୈନିକ ଆଶା)