ବୋଧି ତରୁ
ଦେଖଣା
ବୋଧି ତରୁ
ଉଚ୍ଚାରଣ
[ସମ୍ପାଦନା]ବୋଧି ଦ୍ରୁମ, ବୋଧି ବୃକ୍ଷଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅଶ୍ୱତ୍ଥ ଗଛ —୧. The holy fig tree; Ficus Religious.
[ଦ୍ରଷ୍ଟବ୍ୟ —ଅଶ୍ୱତ୍ଥ ଗଛ ମୂଳେ ବୌଦ୍ଧ ଋଷିମାନେ ଓ ବୁଦ୍ଧଦେବ ସ୍ୱୟଂ ବସି ତପସ୍ୟା କରୁଥିଲେ ଏଥି— ଲାଗି ଏ ଗଛ ବୌଦ୍ଧ ଧର୍ମାବଲମ୍ୱୀମାନଙ୍କ ଚକ୍ଷୁରେ ଅତି ପବିତ୍ର]
- ୨. ବୁଦ୍ଧ ଗୟାରେ ସ୍ଥିତ ପ୍ରଚୀନ ଅଶ୍ୱତ୍ଥ ଗଛ, ଯହିଁ ମୂଳରେ ବୁଦ୍ଧଦେବ ତପସ୍ୟା କରୁଥିଲେ —୨. The holy fig tree under which the Buddha sat in meditation.