Jump to content

ବୋଧି ସତ୍ତ୍ୱ

ଉଇକିଅଭିଧାନ‌ରୁ

ବୋଧି ସତ୍ତ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବୌଦ୍ଧ ଋଷି —୧. A Buddhist sage.
୨. ବୌଦ୍ଧ —୨. A Buddhist.
୩. ବୁଦ୍ଧ ବିଶେଷ —୩. A class buddhist sages.

[ଦ୍ରଷ୍ଟବ୍ୟ — ଯେଉଁ ବୌଦ୍ଧ ଋଷି ନିଜର ତପସ୍ୟା ଓ ଜ୍ଞାନଲାଭଦ୍ୱାରା ବୁଦ୍ଧତ୍ୱ ଲାଭ କରିବାର ଅଧିକାରି ହୋଇଛନ୍ତି, ଅଥଚ ଅବଧି ବୁଦ୍ଧତ୍ୱହ ଲାଭ କରି ନାହାନ୍ତି ତାଙ୍କୁ ବୋଧିସତ୍ୱ ବୋଲାଯାଏ; ବୋଧି ସତ୍ୱଙ୍କର ୩ଟି ଅବସ୍ଥା ଅଛି; ସେ ଅବସ୍ଥା ପାରି ହେଲେ ବୁଦ୍ଧତ୍ୱ ପ୍ରାପ୍ତି ହୁଏ]