Jump to content

ବୋଧ ବାସର

ଉଇକିଅଭିଧାନ‌ରୁ

ବୋଧ ବାସର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବିଷ୍ଣୁଙ୍କର ଉତ୍ଥାନ ଦି; ଉତ୍ୱାନୈକା — ଦଶୀ; କାର୍ତ୍ତିକ ଶୁକ୍ଳ ଏକାଦଶୀ — ୧. The ୧୧th day of the bright fortnight of the month of Kārttika (for Bishṇu).

[ଦ୍ରଷ୍ଟବ୍ୟ —ଏ ଦିନ ଜହଗନ୍ନାଥଙ୍କ ଗୋଟିଏ ଯାତ୍ରା ବିଷ୍ଣୁ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ କଳ୍ପିତ ନିଦ୍ରା ଯାଇ ଥାଆନ୍ତି ଓ ଏ ଦିନ ଶୟନାବସ୍ଥାରୁ ଉଠନ୍ତି ଶିବ ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଶୁଅନ୍ତି ଓ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଉଠନ୍ତି]

୨. ଶିବଙ୍କର ଉତ୍ଥାନ ଚତୁର୍ଦ୍ଦଶୀ; କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ —୨. The ୧୪th day of the bright fortnight of the month of Kārttika (for Ṡiba).