Jump to content

ବୋଧ ଶକ୍ତି

ଉଇକିଅଭିଧାନ‌ରୁ

ବୋଧ ଶକ୍ତି

ଉଚ୍ଚାରଣ

[ସମ୍ପାଦନା]

(ବୋଧ କ୍ଷମତା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବୁଝି ପାରିବାର କ୍ଷମତା — ୧. Understandiing; discretion.
୨. ଭଲ ମନ୍ଦ ବାଛିବାର କ୍ଷମତା — ୨. Power of distinguishing good from bad; discrimination.
୩. ଚୈତନ୍ୟ —୩. Consciousness.
୪. ସୁଖ— ଦୁଃଖାନୁଭାବ କରିବାର କ୍ଷମତା —୪. Feeling; the power or capacity of feeling pleasure or pain.