Jump to content

ବୋଧ ସୋଧ

ଉଇକିଅଭିଧାନ‌ରୁ

ବୋଧ ସୋଧ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକାରୀ ନିରର୍ଥକ ସହଚର ଶବ୍ଦ)

[ସମ୍ପାଦନା]
୧. ଆଶ୍ୱାସନା —୧. Consolation.

(ଉ—ଭଲ ଲୋକେ ତାଙ୍କୁ ବୋଧ ସୋଧ କଲେ, ରାଗ ହେଲା ତାଙ୍କ ଶାନ୍ତ ଭିକାରୀ ସାଆନ୍ତିଆ ବାହା)

୨. ବୁଦ୍ଧି ସୁଦ୍ଧି; ବୁଝିବାର କ୍ଷମତା — ୨. Intelligence.

ଦେଶଜ -ବିଶେଷଣ -

[ସମ୍ପାଦନା]
୧. ଆଶ୍ୱସ୍ତ — ୧. Consoled.
୨. ସନ୍ତୁଷ୍ଟ —୨. Satisfied.