ବୋଧ ହେବା
ଦେଖଣା
ବୋଧ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୋଧ ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (କୌଣସି ବିଷୟ) ଅନୁମତି ହେବା — ୧. To seem; to appear.
- ୨. ଲାଗିବା; ଅନୁଭୂତ ହେବା —୨. To be felt.
ଯତା—ମୋ ଉପଦେଶ ଗୁଡ଼ାଙ୍କ ତାଙ୍କୁ ଭଲ ବୋଧ ହେଉ ନାହିଁ)
- ୩. ବୋଧ ସୋଧ ହେବା; ସନ୍ତୁଷ୍ଟ ହେବା —୩. Top be satisfied.
(ଉ—ବୋଧ ହେଲା ଚିତ୍ତ ସାତ୍ୱିକେ ତାର ଭଞ୍ଜ. ବୈଦେହିଶ ବିଳାଶ)