Jump to content

ବୋନସ୍

ଉଇକିଅଭିଧାନ‌ରୁ

ବୋନସ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଁ ବୋନସ୍)

[ସମ୍ପାଦନା]
୧. ପାରିଶ୍ରମିକ ଛଡ଼ା କର୍ମୀ ବା ଭୃତ୍ୟମାନଙ୍କୁ ଦିଆଯିବା ଅର୍ଥ; ପାରିତୋଷିକ — ୧. Bonus; extra gratuity paid to workmen.
୨. ଋଣ ଦିଆଯାଇଥିବା ଧନ ପାଇଁ ମହାଜନ ଯେଉଁ ସ୍ୱଦ ପାଆନ୍ତି, ତଦତରିକ୍ତ ଯେଉଁ ଧନ ବା ସୁଦ ତାଙ୍କୁ ପୁରସ୍କାର ଦିଆଯାଏ —୨. Premium beyond the usual interest.
୩. ଯୌଥ କମ୍ପାନିର ଅଂଶିଦାର୍ମାନଙ୍କୁ ଡିଭିଡେଣ୍ଡରୁ ଅଧିକା ଯାହା ପାରିତୋଷିକ ଦିଆଯାଏ — ୩. An extra divident paid to shareholders of a jointstock company.
୪. କମ୍ପାନୀର ଆୟୂର ଜୀବନବୀମାକାରୀମାନଙ୍କୁ ବୀମା କରାଯାଇଥିବା ନିର୍ଦ୍ଦିଷ୍ଟ ଧନ ଉପରେ ଯାହା ଅଧିକା ଧନ ଦିଆଯାଏ — ୪. Bonous paid to the policy holders of a life insurance company.