Jump to content

ବୋପାଙ୍କ ଉତନ

ଉଇକିଅଭିଧାନ‌ରୁ

ବୋପାଙ୍କ ଉତନ

ଉଚ୍ଚାରଣ

[ସମ୍ପାଦନା]

(ବୋପାମାଲ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଗାଳି)

[ସମ୍ପାଦନା]
୧. ପିତୃଧନ; ପିତୃତ୍ୟକ୍ତ ଧନସମ୍ପତ୍ତି —୧. Paternal property.
୨. ଯେଉଁ ସମ୍ପତ୍ତି ଉପରେ ମନୁଷ୍ୟର ପୂର୍ଣ୍ଣ ସ୍ୱତ୍ତ୍ୱ ଥାଏ —୨. A property to which a persons has full right and title.