ବୋପ ଦେବ
ବୋପ ଦେବ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଜନୈକ ସଂସ୍କୃତ ବ୍ୟାକରଣ ପ୍ରଣେତା — The name of the compiler of a Sanskrit grammer.
[ଦ୍ରଷ୍ଟବ୍ୟ —ବର୍ତ୍ତମାନ ନିଜାମ ରାଜ୍ୟର ଅନ୍ତର୍ଗତ ଦେବଗିରସ୍ଥ ମହାରାଜ ମହାଦେବଙ୍କ ଧର୍ମାଧିକରଣ ଏ ପଣ୍ଡିତ ଥିଲେ ଏ ଖ୍ରିଷ୍ଟ ୭ମ ଶତାବ୍ଦିର ଶେଷ ଓ ଅଷ୍ଟମ ଶତାଦ୍ଦିର ଅରମ୍ଭ ଲୋକ ଏ ଶଙ୍କରା— ଚାର୍ଯ୍ୟଙ୍କ ସମସାମୟିକ ଥିଲେ ଶଙ୍କରାଚାର୍ଯ୍ୟଙ୍କ ଯୁକ୍ତିରେ କାଶି ରାଜ ଶୂର ନାନାସ୍ଥାନରୁ ଭାଗବତ ଗ୍ନ୍ଥ ସଂଗ୍ରହ କରି ଗଙ୍ଗାରେ ନିକ୍ଷେପ କଲେ ଓ ବୋପ ଦେବବହୁ କଷ୍ଟରେ ତହିଁର ଉଦ୍ଧାର କଲେ ଏ ଭାଗବତର ୩ଖଣ୍ଡ ଟୀକା (ହରିଲୀଳା, ମୁକ୍ତାଫଳ ଓ ପରମହଂସପ୍ରିୟ) ପ୍ରଣୟନ କରି ଥିଲେ ସଂସ୍କୃତ ମୁଗଧ ବୋଧ ବ୍ୟାକରଣ ପ୍ରଣେତାରୂପେ ଏ ଜଗବ୍ଦିଖ୍ୟାତ ଏହି ୯ ଖଣ୍ଡି ବୈଦ୍ୟକ ଗ୍ରନ୍ଥ ରଚନା କରିଥିଲେ କେହି କେହି ଏହାଙ୍କୁ ବୈଦ୍ୟବଂଶ ସମ୍ଭୃତ ବୋଲି କହନ୍ତି, କିନ୍ତୁ ଏ ବ୍ରାହ୍ମଣ ଥିବା ସ୍ପଷ୍ଟ ପ୍ରମାଣ ରହିଅଛି ଏ ତୀର୍ଥ ନିର୍ଦ୍ଧାରଣ ବିଷୟରେ ଖଣ୍ଡିଏ ଗ୍ରନ୍ଥ ରଚନା କରିଥିଲେ ଏ ବୈଷ୍ଣବ ଥିଲେ ଓ ରାମାନୁଜା— ଚାର୍ଯ୍ୟଙ୍କ ଋର୍ଦ୍ଧ୍ୱତନ ପ଼୍ଚମ ଗୁରୁସ୍ଥାନୀୟ ଥିଲେ—ସୁବଳ ଚନ୍ଦ ବାଙ୍ଗାର ଆଭିଧାନ]