ବୋବରା
ଦେଖଣା
ବୋବରା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶଗଡ଼ର ଦଣ୍ଡାକାଠ ଫାଟି ଗଲେ ବା ଭାଙ୍ଗି ଗଲେ ଫଟାକାଠ ଦୁଇଖଣ୍ଡର ଚାରିପାଖେ ଯେଉଁ ଲୁହା ପାତିଆକୁ ଗୁଡ଼ାଇ କରି କାଠ ଦୁଇ ଖଣ୍ଡକୁ ପରସ୍ପର ସଂଲଗ୍ନ କରି ରଖାଯାଏ, ଉକ୍ତ ଲୁହା ପାତିଆକୁ ଓ ଦଣ୍ଡକାଠକୁ ପରସ୍ପର ସହିତ ଦୃଢ଼ ସଂଲଗ୍ନ କରିବା ପାଇଁ ଯେଉଁ ପତଳା କାଠଖୀଲ ଫାଙ୍କରେ ବାଡ଼ିଆ ଯାଏ —A thin wedge driven into the interstice between the iron ring and the briken shaft of a cart to make the ring sit tight.