Jump to content

ବୋବା

ଉଇକିଅଭିଧାନ‌ରୁ

ବୋବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
(ବୋବୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (ଧ୍ୱନ୍ୟନୁକରଣ; ଯେ କଥାବାର୍ତ୍ତା କରି ନ ପାରି ବା ବା, ବୋ ବୋ ବୋ, ଏହିପରି ପାଟି କରେ)

[ସମ୍ପାଦନା]
୧. ଜଡ଼ା; ମୂକ —୧. Mute; dumb.
୨. ଖନା —୨. Stammering.

(ଉ— ଶୁକ ବୋଇଲେ ଆଦେ କର୍ମକର ଛାଡ, ବୋବା ବୋଲୁ ଅଛ ତ ଏଥିରେ କେ ବଡ଼—କୃଷ୍ଣସିଂହ. ମହାଭାରତ. ଶାନ୍ତି)

୩. ବୋବାଳି (ଦେଖ) - —୩. Bobāḻi (See)