ବୋବାଇବା
ଦେଖଣା
ବୋବାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୋବାଇବା
|
ବୋବାଳି କରିବା, ବୋବାଳି ଛାଡ଼ିବା, ବୋବାଳି ପକାଇବା, ବୋବାଳି ପଡ଼ିବା, ବୋକି ଦେବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା](ଧ୍ୱନ୍ୟନୁକରଣ; ତୁଳ. ଇଂରାଜୀ - ବିବେଲ୍) ===
- ୧. ରଡି ଛାଡ଼ିବା; ଉଚ୍ଚୈଃସ୍ୱରରେ କାନ୍ଦିବା; ବିଳାପ କରିବା —୧. To bewail or lament loudly.
(ଉ— ତୁଛା ତୁମ୍ଭେ ଗୁଡ଼ାଏ ନ ମର ବୋବାଇ ଆମ୍ଭେ ତୁମ୍ଭ ମତରେ ହୋଇଲୁଣି ବାଇ—କୃଷ୍ଣସିଂହ. ମହାଭାରତ. ସଭା)
- ୨. (ଇତର ଜୀବଜନ୍ତୁ) ରାବ କରିବା —୨. To utter sound (said of animals)
(ଉ—ବୋବି ଦେଲା ପକ୍ଷି ନାଦ ଛଳର ବଦନେ କାଳି ପଡ଼ିଲା ଦିଗର—ଭଞ୍ଜ. ବୈଦେହୀଶବିଳାଶ)