ବୋର
ଦେଖଣା
ବୋର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବା ଧାତୁ= ଗମନ କରିବା+ଉଳ)
[ସମ୍ପାଦନା]ଦାଳୁଆ ଧାନ — Summer paddy; marsh rice.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବୋଳ (ଦେଖ) - —୧. Boḻa (See)
- ୨. ବୋର ଧାନ (ଦେଖ) - —Bora dhāna (See)
ଅନୁବାଦ
[ସମ୍ପାଦନା]ବିଶେଷଣ -
[ସମ୍ପାଦନା]ଅଳଙ୍କାର ବା କାଠି ନ ଭରିବା ଯୋଗୁଁ ବୁଜି ହୋଇ ଯାଇଥିବା (କାନର ବା ନାକରଛିଦ୍ର) — Filled up (bore in the ear or nose)
[ଦ୍ରଷ୍ଟବ୍ୟ —ଅଳଙ୍କାର ପିନ୍ଧିବା ପାଇଁ କାନରେ ଓ ନାକରେ ଯେଉଁ ଛିଦ୍ର ଫୋଡ଼ା ହୋଇଥାଏ ସେଥିରେ ଅଳଙ୍କାର ନ ଭରିଲେ କିଛିଦିନ ବାଦ ତାହା ବୁଜି (ବୋର) ହୋିଯାଏ ଏଥିପାଇଁ ସେ ଛିଦ୍ରରେ ଲୋକେ ନିମ କାଠି ବା ସୋଲ ଭରି ତାକୁ ଅଳଙ୍କାର ପିନ୍ଧାଯିବା କାଳ ପର୍ଯ୍ୟନ୍ତ ମେଲା ରଖିଥାନ୍ତି]ପ୍ରାଦେଶିକ - (ସମ୍ୱଲପୁର ଓ କଳାହାଣ୍ଡି)
ବିଶେଷ୍ୟ -
[ସମ୍ପାଦନା]ବଦର; ବରକୋଳି —Juj̄ube (berry)