ବୋରା
ଦେଖଣା
ବୋରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବରାଟ=ରଜ୍ଜୁ)
[ସମ୍ପାଦନା]ଝୋଟର ବା ଛଣପଟର ଦଉଡ଼ିରେ ବୁଣା ବଡ଼ ବସ୍ତା; ଅଖା —Big gunny bag.
ବୈଦେଶିକ - ବିଶେଷଣ - (ଫାରାସୀ - ବୂରା)
[ସମ୍ପାଦନା]- ୧. ବୁରା; ମନ୍ଦ —୧. Bad.
[ ଉ—ଯେଉଁ କିଛି ଭଲ ବୋରା ବାସନା ଲକ୍ଷଣ—ପ୍ରାଚୀ. ଶିବସ୍ୱରୋଦୟ ]
- ୨. ଅନୁଚିତ (କର୍ମ) —୨. Improper (act).