ବୋର୍ଡ଼ ଅଫ୍ ଡ଼ାଇରେକ୍ଟର୍ସ
ଦେଖଣା
ବୋର୍ଡ଼ ଅଫ୍ ଡ଼ାଇରେକ୍ଟର୍ସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ଯୌଥ କମ୍ପାନୀର ପରିଚାଳକ ସମିତି —୨. Board of Directors of the East India Company.
[ଦ୍ରଷ୍ଟବ୍ୟ —ଅହିପରି ବୋର୍ଡ଼ ଅଫ୍ ରେଭିନ୍ୟୁ ବୋର୍ଡ଼ ଅଫ୍ ଏକଜାମିନ୍ର୍ସ, ବୋର୍ଡ଼ ଅଫ୍ ଟ୍ରଷ୍ଟୀଜ୍, ବୋର୍ଡ଼ ଅଫ୍ ସର୍ଜନ୍ନ, ବୋର୍ଡ଼ ଅଫ୍ ଟ୍ରେଡ଼୍ ଆଦି ଶଦ୍ଦମାନ ବ୍ୟବହୃତ ହୁଏ ]