ବୋର୍ଡ ଅଫ୍ ଡାଇରେକ୍ଟର୍ସ
ଦେଖଣା
ବୋର୍ଡ ଅଫ୍ ଡାଇରେକ୍ଟର୍ସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୋର୍ଡ ଅଫ୍ ଡାଇରେକ୍ଟର୍ସ
|
(ବୋର୍ଡ ଅଫ୍ ଡିରେକ୍ଟର୍ସ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ଯୌଥ କାରବାରର ପରିଚାଳକ ସମିତି —Board of Directors.
- ୨. ସାବକ ଇଷ୍ଟ୍ଇଣ୍ଡିଆ କମ୍ପାନୀର ପରିଚାଳକ ସମିତ — ୨. Board of Directors of the East india company.