Jump to content

ବୋଲଣା

ଉଇକିଅଭିଧାନ‌ରୁ

ବୋଲଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅପବାଦ; ନିନ୍ଦା କଟନା —୧. Blame; blasphemy; defamation.
୨. ଗାଳି; ଭର୍ତ୍ସନା —୨. Rebuke.

(ଉ—ବେଠି କି ବିଶେଷ୍ୟ - ବୋଲଣା ? ଢଗ)

୩. ଗାଳି ଖାଇବାର କାର୍ଯ୍ୟ; ଯେଉଁ କାର୍ଯ୍ୟ କଲେ ଗାଳି ଶୁଣିବାକୁ ପଡ଼େ —୩. A work for whiclh the doer deserves or courts rebuke.