Jump to content

ବୋଲଣା କରିବା

ଉଇକିଅଭିଧାନ‌ରୁ

ବୋଲଣା କରିବା

ଉଚ୍ଚାରଣ

[ସମ୍ପାଦନା]

(ବୋଲଣା କାମ କରିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବୋଲଣା ଦେବା (ଦେଖ) - ୧. Bolaṇā debā (See).
୨. ଗାଳି ଖାଇବା ଭଳି କାର୍ଯ୍ୟ କରିବା — ୨. To do a work for which a person deserves or courts rebuke.

(ଉ—ଖାମିନ୍ଦ ଆସିବାବେଳେ, ଯେତେ ଯାହା କହିଥିଲେ, ପାସୋରି ସକଳ କାମ, କରି ବୋଲଣା— ଭିକାରି. ଗୀତଲହରୀ)