Jump to content

ବୋଲଣା ପାଇବା

ଉଇକିଅଭିଧାନ‌ରୁ

ବୋଲଣା ପାଇବା

ଉଚ୍ଚାରଣ

[ସମ୍ପାଦନା]

(ବୋଲଣା ଶୁଣିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନିନ୍ଦା ପାଇବା; ନିନ୍ଦିତ ହେବା; ଗାଳି ଖାଇବା —୧. To be blamed.
୨. ଭର୍ତ୍ସିତ ହେବା; ଗାଳିଖାଇବା — To be censured or rebuked.