ବୋଲହାକ କରିବା
ଦେଖଣା
ବୋଲହାକ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୋଲହାକ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଗୃହରେ ବା ଅଫିସ୍ରେ ପ୍ରଭୁଙ୍କର ସାଧାରଣ ଆଦେଶ ମାନ ପାଳନ କରିବା —To oarry out the ordinary orders of a householder or of an officer.
[ ଦ୍ର—ଏହା ଆମ ଦେଶର 'ବୋଲ—କରା' ଓ ସାହେବଙ୍କ 'ଅର୍ଦ୍ଦଳୀ' ମାନେ କରନ୍ତି ]