Jump to content

ବୋଲାବନ୍ତି

ଉଇକିଅଭିଧାନ‌ରୁ

ବୋଲାବନ୍ତି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ପ୍ରାଚୀନ ପଦ୍ୟ)

[ସମ୍ପାଦନା]

[ ବୋଲିବା କ୍ରିୟାର, ତୃତୀୟ ପୁରୁଷ ମାନ୍ୟାର୍ଥକ ଏକବଚନ (ସେ) ଏ ବହୁବଚନ (ସେମାନ) ସଙ୍ଗେ ବ୍ୟବହୃତ ବର୍ତ୍ତମାନ କାଳ, କର୍ମ ବାଚ୍ୟ ଆକାର ]—କଥିତ ହୁଅନ୍ତି —(he or thy) Are Called

(ଉ—ଏ ଭେଦ ନ ଜାଣି ଯେହୁ ଗୁରୁ ବୋଲାବନ୍ତି—ପ୍ରାଚୀ. ଶ୍ରୀ ଗୁରୁଭକ୍ତି ଗୀତା ]