ବୋଲା ବୋଲି ହେବା
ଦେଖଣା
ବୋଲା ବୋଲି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୋଲା ବୋଲି ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପରସ୍ପର ମଧ୍ୟରେ କଳି କରିବା — ୧. To quarrel with each other; to engage in mutual quarrel.
(ଉ—ଏହି ରୂପେ ଦୁହେଁ ଯେ ବୋଲାବୋଲି ହୋଇ, ଯାଗର ମୁନିଙ୍କୁ ସେ କହିଲେ ଅନାଇ କୃଷ୍ଣସିଂହ ମହାଭାରତ ବନ)
- ୨. କଥୋପକଥନ କରିବା —୨. To converse.
(ଉ—ଏହିରୂପେ ପରସ୍ପର ବୋଲାବୋଲି, ହୋଇ ପାଳାଇଲେ ମୂଷାଏ ଭୟ ଭାଳି କୃଷସିଂହ. ମହାଭାରତ ଉଦ୍ଯୋଗ)