ବୋଲି ଧରିବା
ଦେଖଣା
ବୋଲି ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଗୃହପାଳିତ ଶୁଆ, ଶାରୀ ବା ବଣି) ଶିକ୍ଷା ଦିଆଯିବା ବଚନକୁ ଉଚ୍ଚାରଣ କରିବାକୁ ଶିଖିବା —୧. To learn to sing; to be able to repeat the words taught to it (said of a parrot etc).
- ୨. ଗୋଟିଏ ବିଷୟକୁ ବା କଥାକୁ ବା ଜିଗରକୁ ଦୃଢଭାବରେ ଧରିବା ବା କହିବା —୨. To stick to one formula.