ବୋଲୁଅ
ବୃହଦାକାର ଲୋଷ୍ଟ୍ର; ଢେଲା; ମାଟିର ବଡ଼ ଚେକା; ଟେଳା —Big cold of earth.
[ଦ୍ରଷ୍ଟବ୍ୟ —ଟେକାଠାରୁ ଟେଳା ବଡ଼. ଟେଳାଠାରୁ ବୋଲୁଆ ବଡ଼]