ବୋଲୁଆ ଉଞ୍ଚେଇବା
ଦେଖଣା
ବୋଲୁଆ ଉଞ୍ଚେଇବା
ଉଚ୍ଚାରଣ
[ସମ୍ପାଦନା]ବୋଲୁଅ ଉଠା(ଠେ)ଇବା, ବୋଲୁଅ ଉହୁଞ୍ଚା(ଞ୍ଚେ)ଇବା
ଅନୁବାଦ
[ସମ୍ପାଦନା]ବୋଲୁଆ ଉଞ୍ଚେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିକୁ ବା ବସ୍ତୁକୁ ଲକ୍ଷ କରି ମାରିବାକୁ ଢେଲା ଉତ୍ତୋଳନ କରିବା — To lift a clod for throwing at a person or thing.