ବୋଲୁଆ ଛାଡ଼ିବା
ଦେଖଣା
ବୋଲୁଆ ଛାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ବୋଲୁଅ ପକାଇବା, ବୋଲୁଅ ଫିଙ୍ଗିବା, ବୋଲୁଅ ଫୋପାଡ଼ିବା, ବୋଲୁଅ ମାରିବାāଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବୋଲୁଆ ଛାଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିକୁ ବା ବସ୍ତୁକୁ ଲକ୍ଷ୍ୟ କରି ଢେଲା ନିକ୍ଷେପ କରିବା —To throw a big clod at a person or thing.