Jump to content

ବୋହି ଦେବା

ଉଇକିଅଭିଧାନ‌ରୁ

ବୋହି ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବୁହାଇ ଦେବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ପଦାର୍ଥକୁ ନେଇ ଯିବା ପାଇଁ କୌଣସି ବ୍ୟକ୍ତିକୁ ଦେବା —୧. To give away a thing to a person to carry it away.
୨. କୌଣସି ଜଳାଶୟରୁ ପାଣି ବୁହାଇ ଜଳ ନିଃଶେଷ କରିବା — ୨. To bale out a tank dry.