ବୋହି ଯିବା
ଦେଖଣା
ବୋହି ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୋହି ଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଜଳ ଆଦି) ଉଚ୍ଚ ସ୍ଥାନରୁ ତଳକୁ ସ୍ରୋତଦ୍ୱାରା ଗତି କରିବା —To flow down.
(ଉ—ବୋହିଯିବା ପାଣି ଯାଉ ତେଣିକି, ବନ୍ଧେଇଲା ପାଣିରହୁ ଏଣିକି ଢଗ)
- ୨. (ବ୍ୟଙ୍ଗାର୍ଥ) ଭାସିଯିବା; କ୍ଷତି ହେବା; ନଷ୍ଟ ହେବା —୨. To be spoilt or lost.
(ଯଥା—ସେ ମତେ ନ ପଚାରିଲେ ମୋର କି ବୋହିଗଲା?)