ବୋହୁଟି
ବଧୂ ଶବ୍ଦର ସ୍ନେହସୂଚକ ଆକାର —The endering from of the word Bohū.
[ଉ—ନୀଆ ବୋହୂଟି ! ନଈକି ଗାଧଇ ଯିବୁ ନାହିଁଟି, ଥଣ୍ଟିଆ କିମ୍ଭୀର ଜଗି ବସିଛି, ଟାକୁ ଗିଳି ଦବଟି ଶିଶୁଗୀତ]