Jump to content

ବୋହୁ ସାଆନ୍ତାଣୀ

ଉଇକିଅଭିଧାନ‌ରୁ

ବୋହୁ ସାଆନ୍ତାଣୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ବୋଧୂ+ସାମନ୍ତ)

[ସମ୍ପାଦନା]

ଭଦ୍ର ବା ବଡ଼ଲୋକ ଘରର ବଧୂଙ୍କ ପ୍ରତି ଇତର ଲୋକଙ୍କର ବା ଚାକର ଚାକରାଣୀଙ୍କ ସମ୍ୱୋଧନ —A term of address to a nobleman's daughter-in-law by the servants etc.