ବୋହୁ ସୁଆ(ହା)ଗି
ଦେଖଣା
ବୋହୁ ସୁଆ(ହା)ଗି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୋହୁ ସୁଆ(ହା)ଗି
|
(ବୋହୁସୁଆ[ହା]ଗିଆ—ପୁଂଲିଙ୍ଗରୂପ)
[ବୋହୁଗେଲେ(ହେ)ଈ—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ବୋହୁ ସୁଆ(ହା)ଗି
|
ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ସଂସ୍କୃତ - ବଧ+ସୌଭାଗ୍ୟ)
[ସମ୍ପାଦନା]ଯେଉଁ (ଶଶୁର ବା ଶାଶୁ) ବଧୁ ପ୍ରତି ବିଶେଶ ସ୍ନେହ ଓ ଆଦର କରନ୍ତ —(a father-in-law or mother-in-law) Very fond of one's daughter-in-law.